LIBRISTO
LIBROAMANTO
obligatorio
Entre a formar parte de una comunidad de amantes de los libros del mundo entero y acceda a un sinfín de ventajas. Crear una cuenta gratis
0
Envío gratuito con Zásilkovna para compras superiores a 59.99 €
Mensajería SEUR 4.99 € Mensajería GLS 7.99 € Mensajería Correos 5.49 € Mensajería DHL 5.49 € Punto SEUR 3.99 €

Envío gratis a partir de 69,99 euros.

Nai Separira Jhia

Idioma OdiaOdia
Libro Tapa blanda
Libro Nai Separira Jhia Jasobanta Sethi
Código Libristo: 43101965
Editores BLACK EAGLE BOOKS, marzo 2023
'ନଈ ସେପାରିର ଝିଅ' ପାଣ୍ଡୁଲିପିସ୍ଥ ଗଳ୍ପଗୁଡ଼ିକର ପ୍ରସଙ୍ଗ, ଚରିତ୍ର ଓ ପରିବେଶ ଭିତରେ ରହିଛି ବିବିଧତା । ପ୍ରେମ ଏବଂ କ... Descripción completa
? points 38 b
15.59 €
Almacenamiento externo Envío en 9-13 días

Hasta 30 días para devoluciones


Clientes que también han comprado


You're Just Right For Me Leondra Lerae / Libro Tapa blanda
common.buy 25.39 €
Who's Who 1897 Douglas Sladen / Libro Tapa blanda
common.buy 38.69 €
La France au bord du chaos Jean PEYRELEVADE / Libro Tapa blanda
common.buy 30.29 €
The Greek Goddess Diaries Camelia Pham / Libro Tapa blanda
common.buy 9.39 €
Die geheime Natur der irdischen Dinge Patricio Pron / Libro electrónico Adobe ePub DRM
common.buy 22.10 €
Die systemische Mastzellerkrankung Gerhard J. Molderings / Libro Tapa blanda
common.buy 27.09 €
Wild Sports in the far West Friedrich Gerstäcker / Libro Tapa blanda
common.buy 27.59 €
Séance publique de 1833 Mareschal / Libro Tapa blanda
common.buy 14.49 €
Rage and Ravage Bernard Faure / Libro Tapa dura
common.buy 80.99 €
Innuendo Queen / Audio Vinilo de audio
common.buy 51.09 €
Eighteenth Century Essays (1888) Austin Dobson / Libro Tapa blanda
common.buy 30.69 €
Jetgirl Jenna - A Mission To Save Earth Pauline Richards / Libro Tapa blanda
common.buy 10.99 €
Aeschylus, Promitheas Desmotis Aeschylus / Libro Tapa blanda
common.buy 11.99 €
Undercover in the Bow-Wow Club Walker Styles / Libro Tapa dura
common.buy 14.59 €
Veille Anticipative Strat gique Moufida Sadok / Libro Tapa blanda
common.buy 67.89 €
Kundenbindung an Konzerthäuser Lisa Land / Libro Tapa blanda
common.buy 63.39 €
Language of Blood Jane Jeong Trenka / Libro Tapa blanda
common.buy 20.19 €
Camp Harmony Louis Fiset / Libro Tapa blanda
common.buy 32.79 €
Die doppelte Rechtsordnung. Horst-Eberhard Henke / Libro Tapa blanda
common.buy 51.79 €

'ନଈ ସେପାରିର ଝିଅ' ପାଣ୍ଡୁଲିପିସ୍ଥ ଗଳ୍ପଗୁଡ଼ିକର ପ୍ରସଙ୍ଗ, ଚରିତ୍ର ଓ ପରିବେଶ ଭିତରେ ରହିଛି ବିବିଧତା । ପ୍ରେମ ଏବଂ କାରୁଣ୍ୟ, ଦୁଇଟି ଅବିଭାଜ୍ୟ ରାଶି ବୋଲି ପ୍ରତିପାଦିତ କଲାପରେ ଗାଳ୍ପିକ ସ୍ୱକୀୟ ଅନ୍ୟାନ୍ୟ ଗଳ୍ପଗୁଡ଼ିକର ବିବିଧତା ଭିତରେ ସାମାଜିକ ଚିତ୍ର ଓ ଚରିତ୍ରଗୁଡ଼ିକ ପ୍ରତି ତାଙ୍କର ପ୍ରତୀକାତ୍ମକ ବ୍ୟଙ୍ଗ, ବିଦ୍ରୂପ ଓ ଶ୍ଳେଷ ସହ ନିପୀଡ଼ିତ ଜୀବନ ପ୍ରତି ଯେଉଁ ସହାନୁଭୂତି ଏବଂ ସମ୍ବେଦନଶୀଳତା ଆରୋପିଛନ୍ତି, ତାହାହିଁ ଗାଳ୍ପିକଙ୍କର ଗଳ୍ପଚେତନାର ଅଗ୍ରଗାମୀତା । 'ଅପହରଣ' ଗଳ୍ପରେ ଶିଶୁ ଲିପୁନ୍‌ର ମନସ୍ତତ୍ତ୍ୱ ଓ 'କୋଇଲି ଦେଇଛି ଚିଠି' ଗଳ୍ପରେ ଅସାର ଜୀବନ ତତ୍ତ୍ୱର ଅବତାରଣା କରୁଥିବା ଗାଳ୍ପିକ ନିଶ ଅଛି ଯାହାର, କୁକୁଡ଼ୁକୁ, ମମତାମେସ୍‌, ଶ୍ରୀରାଧାଙ୍କ ମାନଭଞ୍ଜନ, ଆପଣଙ୍କର ଚଳେ କି ପ୍ରମୁଖ ଗଳ୍ପରେ କ୍ଳେଦାକ୍ତ ଜୀବନ ପାଇଁ ବିମଳ ହାସ୍ୟର ରୋଷଣୀ ଜଳାଇ ଦେଲାବେଳେ 'ଚୁମ୍‌କୀ' ଭଳି ଏକ ହୃଦୟବିଦାରକ ଗଳ୍ପରେ ପାଠକୀୟ ମନଜଗତକୁ ପୁଣିଥରେ ସ୍ତବ୍‌ଧ ଏବଂ ବେଦନାର୍ଦ୍ର କରିଦେବେ । ଅଷ୍ଟମ ଗର୍ଭ ଏବଂ ଆଜିଠୁଁ ଲଢ଼େଇ ବନ୍ଦ ଭଳି ଗଳ୍ପମାନଙ୍କରେ ଗାଳ୍ପିକ ପ୍ରମାଣ କରିଛନ୍ତି ନିଜର ସାମାଜିକ ଏବଂ ମାନବିକ ଦାୟବଦ୍ଧତା ।

ତେବେ ଏତେ ସହଜ ନୁହେଁ 'ନଈ ସେପାରିର ଝିଅ' ପାଇଁ ନିଜେ ଗୋଟିଏ କଥା ସରିତାର ସୂଅ ପାଲଟିବା । ପୁଣି ଆହୁରି କାଠିକର ପାଠ, ପ୍ରେମିକାର ଢେଉ ଢେଉକା ଅଭଙ୍ଗା ଛବିକୁ ସୂଅ ମୁହଁର ପତର ପରି ସଯତ୍ନେ ଛାଣି ଆଣି ଶବ୍ଦର ସୈକତରେ ସମଦରଦୀ ପାଠକଙ୍କୁ ବସାଇ 'ପରିହାସେ ତୋତେ କହିଦେଲି ସିନା / ବଳିପଡ଼ିବାରୁ ବ୍ୟଥା' ନ୍ୟାୟରେ ଗପ ଗମାତରେ ହସାଇ, ରସାଇ ପୁଣି ତଟସ୍ଥ, ଚକିତ ଏବଂ ଶେଷରେ ଶୋକାପ୍ଳୁତ କରିଦେବା । ଶୀତ ଦିନମାନଙ୍କରେ ସଅଳ ମାଡ଼ିଆସୁଥିବା ସଞ୍ଜ ପାଇଁ ଯଶୋବନ୍ତଙ୍କ ପାଠକଙ୍କୁ ଅପେକ୍ଷା କରିଛି କି ଆରବ୍ୟ ରଜନୀ ପରି ଆଉ କିଛି ଆଧୁନିକ କଥାମାଳା?? ଯଦି ସତ୍ୟ ବୋଧ ହେଉଛି ତେବେ କଥାକାର ଯଶୋବନ୍ତଙ୍କ ଏକବିଂଶ ଶତାବ୍ଦୀର ନୂଆ ଗଳ୍ପ ପରୀକ୍ଷା ମାୟାରେ ପଡ଼ିବା ପାଇଁ ଚାଲନ୍ତୁ ଜଳାଇବା ଆଲ୍ଲାଦୀନ୍‌ର ତୈଳଦୀପ ।


Actriz & Políglota
EWA KASP para
Visualizar el vídeo
Ewa Kasp
Libristo tiene la oferta más extensa de literatura en idiomas extranjeros. Por eso compran aquí sus libros.

Sobre el libro

Nombre y apellidos Nai Separira Jhia
Idioma Odia
Encuadernación Libro - Tapa blanda
Fecha de publicación 2023
Número de páginas 134
EAN 9781645603641
ISBN 1645603644
Código Libristo 43101965
Peso 179
Dimensiones 140 x 216 x 8
Regale este libro hoy
Es fácil
1 Añadir al carrito y elegir Entregar como regalo en el checkout 2 Le enviaremos un vale 3 El libro llegará a la dirección del destinatario

Inicio de sesión

Inicie sesión en su cuenta. ¿No tiene una cuenta Libristo? ¡Cree una ahora!

 
obligatorio
obligatorio

¿No tiene cuenta? Descubra las ventajas de tener una cuenta Libristo.

Si tiene una cuenta Libristo, lo tendrá todo bajo control.

Crear una cuenta Libristo
Asesor de libros Libroamiko
Hola, soy Libroamiko, ¿puedo ayudarte?